ଶାରଦା ଚିଟ୍ଫଣ୍ଡ ଠକେଇ ମାମଲା : ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ
13/03/2023 at 6:08 PM

କଟକ ୧୩।୩: ଶାରଦା ଚିଟ୍ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଓଡ଼ିଶା ହାଇକୋର୍ଟ ଦେବଯାନୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଶାରଦା ଚିଟ୍ଫଣ୍ଡ ସଂସ୍ଥା ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ଥିଲା ।