ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ସାରଦାକାନ୍ତ ମେମୋରିଆଲ ଭଲି ଟୁର୍ଣ୍ଣାମେଣ୍ଟ, ଭୁବନେଶ୍ୱର ଚାମ୍ପିଅନ

20/12/2021 at 2:50 PM

କଟକ, ୨୦/୧୨:  କଟକ ପଦମପୁରରେ ଚତୁର୍ଥ ସାରଦାକାନ୍ତ ମେମୋରିଆଲ ଭଲି ବଲ ଟୁର୍ଣ୍ଣାମେଣ୍ଟ  ଆୟୋଜିତ ହୋଇଯାଇଛି । ଏଥିରେ ୪ଟି ଟିମ୍ ଭାଗ ନେଇଥିଲେ । ମହାବୀର କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଟିମ୍ ଚାମ୍ପିଅନ ହୋଇଥିଲା ।

ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭୁବନେଶ୍ୱର ଟିମ୍ ଓ ଜଗତପୁର ଟିମ୍ । କିନ୍ତୁ ଭୁବନେଶ୍ୱର ଟିମ୍ ୨୫-୨୦, ୨୫-୨୧, ୧୫-୧୦ ପଏଣ୍ଟରେ ଜଗତପୁରକୁ ପରାସ୍ତ କରିଥିଲା । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସେ ଚାମ୍ପିଅନ ଟିମକୁ ଟ୍ରଫି ପ୍ରଦାନ କରିଥିଲେ ।

   Related Posts