Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଲୋକସଭା ନିର୍ବାଚନ ଲଢିବେନି ଏନସିପି ସୁପ୍ରିମୋ ଶରଦ ପାୱାର

11/03/2019 at 7:47 PM

ମୁମ୍ବାଇ ୧୧|୩: ଲୋସଭା ନିର୍ବାଚନ ଲଢିବେନି ଏନସପି ସୁପ୍ରିମୋ ଶରଦ ପାୱାର।ଆଜି ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର ଏନେଇ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ମାଧା ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚନ ଲଢିବେନି ବୋଲି କହିଛନ୍ତି ପାୱାର। ଏବେ ମାଧା ନିର୍ବାଚନମଣ୍ଡଳୀରେ ଦଳର ନେତା ବିଜୟ ସିଂ ମହିତେ ପାଟିଲ ପ୍ରତିନିଧିତ୍ବ କରୁଛନ୍ତି। ତେବେ କିଛି ଦିନ ଧରି ପାୱାର ପୁଣି ଥରେ ମାଧାରୁ ଲୋକସଭା ନିର୍ବାଚନ ପାଇଁ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲ । ତେବେ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଚର୍ଚ୍ଚାକୁ ବିରାମ ଦେଇଛନ୍ତି ପାୱାର।

   Related Posts