ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

କ’ଣ ଶୁବମନ୍‌ଙ୍କୁ ଲୁଚିଛପି ଦେଖା ହେଉଛନ୍ତି କି ସାରା ଅଲି ଖାନ୍‌ ? ସାମ୍ନାକୁ ଆସିଲା ଦୁହିଁଙ୍କ ଫଟୋ…

3/02/2023 at 8:38 AM

ମୁମ୍ଵାଇ ୦୩।୦୨: କ୍ରିକେଟର ଶୁବମନ ଗିଲ । ଜଣାଶୁଣା ଅଭିନେତ୍ରୀ ସାରା ଅଲି ଖାନ। ତାଙ୍କ ଆଫେୟାର୍ସ ସମ୍ପର୍କର ବିଷୟରେ ଖୁବ୍‌ ଚର୍ଚ୍ଚା।  ଉଭୟଙ୍କୁ ଏକାଠି ଅନେକ ଥର ଦେଖିବାକୁ ମିଳିଛି । ଏହି ସମୟରେ ସାରା ଏବଂ ଶୁବମନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ନେଟିଜିନମାନେ ଦାବି କରିଛନ୍ତି ଯେ ସାରା ଶୁବମାନ ଗିଲଙ୍କୁ ଭେଟିବା ପାଇଁ ଅହମ୍ମଦାବାଦ ଯାଇଛନ୍ତି । ଏତିକି ହିଁ ନୁହେଁ ଉଭୟ ବିମାନବନ୍ଦରରେ ସାକ୍ଷାତ କରିଛନ୍ତି।

ବାସ୍ତବରେ କ୍ରିକେଟର ଶୁବମନ ଗିଲ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି -୨୦ ମ୍ୟାଚ୍ ଖେଳିଛନ୍ତି। ଏହି ସମୟରେ, ନେଟିଜିନମାନେ ସାରା ଏବଂ ଶୁବମନଙ୍କ ଫଟୋ ସେୟାର କରିବା ଆରମ୍ଭ କରି କହିଥିଲେ ଯେ ଉଭୟଙ୍କ ଏହି ଫଟୋ ଅହମ୍ମଦାବାଦ ବିମାନବନ୍ଦରରୁ ଆସିଛି। ଫଟୋରେ ଏହା ଦେଖିବାକୁ ମିଳେ ଯେ ସାରା ଏବଂ ଶୁବମନ ଚେୟାରରେ ବସି ପରସ୍ପର ସହ କଥାବାର୍ତ୍ତା ହେଉଛନ୍ତି ।  

ହେଲେ ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ଯେ ଅଭିନେତ୍ରୀ ମୁମ୍ବାଇରେ ଅଛନ୍ତି। ସେ ଅହମ୍ମଦାବାଦ ଯାଇ ନାହାଁନ୍ତି କିମ୍ବା କ୍ରିକେଟର ଶୁବମନ ଗିଲ ଖେଳୁଥିବା କୌଣସି ମ୍ୟାଚରେ ଯୋଗ ଦେଇ ନାହାଁନ୍ତି। ତେଣୁ ଏହା ସ୍ପଷ୍ଟ ଯେ ସାର ଏବଂ ଶୁବମନଙ୍କ ଏହି ଫଟୋ ନୂଆ ନୁହେଁ ଏହା ପୁରା ପୁରୁଣା । ତଥାପି, ଉଭୟ ନିଜ ନିଜ କାର୍ଯ୍ୟରୁ ସମୟ ବାହାର କରି ପରସ୍ପରକୁ ଭେଟିବା ଜାରି ରଖନ୍ତି । ଏହାପୂର୍ବରୁ ସାରା ଶୁବମନଙ୍କ ସହ ଅନେକ ଥର ନଜର ଆସିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଉଭୟ ନିଜ ସମ୍ପର୍କ ବିଷୟରେ କୌଣସି ବିବୃତ୍ତି ଦେଇନାହାଁନ୍ତି।

   Related Posts