ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ପରାଗରେ ଚିକେନ ବିରିୟାନୀ ଖାଇବା ପ୍ରସଙ୍ଗ, ହେତୁବାଦୀଙ୍କୁ ମୁର୍ଖ କହିଲେ ଜଗତଗୁରୁ

27/10/2022 at 2:29 PM

ପୁରୀ ୨୭/୧୦: ସୂର୍ଯ୍ୟପରାଗ ଅବସରରେ ହେତୁବାଦୀଙ୍କ ପକ୍ଷରୁ ଚିକେନ ବିରିୟାନୀ ବଣ୍ଟନ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ଘଟଣାରେ ପ୍ରତିକ୍ରିୟା ରଖି ଶଙ୍କରାଚାର୍ଯ୍ୟ କହିଛନ୍ତି ଯେଉଁ ହେତୁବାଦି ସମାଜ ଏହି କାର୍ଯ୍ୟ କରିଛନ୍ତି ସେମାନଙ୍କର ଧର୍ମ ଜ୍ଞାନ ନାହିଁ । ହେତୁବାଦୀଙ୍କୁ ମୂର୍ଖ ବୋଲି ବିବେଚନା କଲେ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଆହୁରି ମଧ୍ୟ ସେ କହିଛନ୍ତି ସେମାନେ ବିରିୟାନୀ ଖାଇଲେ କ’ଣ ହେବ? ଦିନ ଆସିବ ବିରିୟାନୀ ତାଙ୍କୁ ଖାଇବ ।

ସୂଚନାଥାଉକି, ଗତ ସୋମବାର ସୂର୍ଯ୍ୟପରାଗ ଦିନ ହେତୁବାଦୀ ସଂଗଠନ ତରଫରୁ ସବୁଠି ବିରିୟାନୀ ବଣ୍ଟନ କରାଯାଇଥିଲା । ଧର୍ମୀୟ ଭାବନା ସହ ବିଜ୍ଞାନକୁ ଭୁଲ ଦର୍ଶାଇ ନିଜେ ମଧ୍ୟ ବିରିୟାନୀ ଖାଇଥିଲେ । ଏପରିକି ସଂଗଠନ ତରଫରୁ ସଦସ୍ୟମାନେ ନିଜେ ମଧ୍ୟ ଖାଇଥିଲେ । ଯାହାକୁ ନେଇ ଅନେକ ତର୍କ ବିତର୍କ ହୋଇଥିଲା ।

   Related Posts