ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସାମ୍ନାକୁ ଆସିଲା ‘Thalapathy 67’ରୁ ସଞ୍ଜୟଙ୍କ ଦମ୍‌ଦାର ଲୁକ୍‌, ଫି ଜାଣିଲେ ଉଡିଯିବ ହୋସ୍‌

1/02/2023 at 12:34 PM

ମୁମ୍ଵାଇ ୦୧।୦୨: ବର୍ତ୍ତମାନ ଥାଲାପଥୀ ବିଜୟଙ୍କ ଫିଲ୍ମ ‘ଥଲାପଥୀ 67’ ଅନେକ ସମୟ ହେବ ଚର୍ଚ୍ଚାରେ ରହିଛି। ଏହି ଚଳଚ୍ଚିତ୍ରର ଷ୍ଟାରକାଷ୍ଟ ଗୋଟିଏ ପରେ ଗୋଟିଏ ରିଭିଲ ହେବା ସହିତ ସେମାନଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସୁଛି। ସଞ୍ଜୟ ଦତ୍ତଙ୍କ ଭିଲେନ୍‌ ଭୂମିକା ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ। ‘କେଜିଏଫ୍ ୨’ ପରେ ଭିଲେନ୍ ଭାବରେ ଏହା ତାଙ୍କର ଦ୍ୱିତୀୟ ସାଉଥ ଚଳଚ୍ଚିତ୍ର । ତାଙ୍କ ଚେହେରା ‘ଥଲାପଥୀ ୬୭’ ରୁ ମଧ୍ୟ ସାମ୍ନାକୁ ଆସିଛି ଯାହା ବହୁତ ଦମ୍‌ଦାର ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତେବେ ସଞ୍ଜୟ ଦତ୍ତ ‘ଥଲାପଥୀ ୬୭’ ପାଇଁ ବହୁ ପରିମାଣର ଫି ନେଉଛନ୍ତି। ସଞ୍ଜୟ ଦତ୍ତ ଏହି ଫିଲ୍ମ ପାଇଁ ୧୦ କୋଟି ଟଙ୍କା ଆଦାୟ କରିଛନ୍ତି। ଯାହା ବିଷୟରେ ଶୁଣି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।  ଏହି ହାଇ ଚାର୍ଜ ଫି ପାଇଁ ସେମିତି ଦମ୍‌ଦାର ଅଭିନୟ ବି କରିବେ ସଞ୍ଜୁ ବାବା । ଯାହାକୁ ନେଇ ସେ ଫଟୋ ସେୟାର କରି କହିଛନ୍ତି ଏହି ଚଳଚ୍ଚିତ୍ରର ଅଂଶ ହୋଇଥିବାରୁ ସେ ବହୁତ ଖୁସି ଅଛନ୍ତି ।

Sanjay Dutt will be a part of Vijay and Lokesh Kanagaraj film Thalapathy 67 here actor look Vijay की Thalapathy 67 से सामने आया Sanjay Dutt का दमदार लुक, फीस जानकर रह जाएंगे शॉक्ड

କହିବାକୁ ଗଲେ, ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହି ଚଳଚ୍ଚିତ୍ରଟି ‘ଥଲାପଥୀ ୬୭’ ନାମରେ ଚର୍ଚ୍ଚା ସୃଷ୍ଟି କରୁଛି। ଏହା ଲୋକେଶ କାନାଗରାଜଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ ହେବ । ଲୋକେଶ ପୂର୍ବରୁ ‘ବିକ୍ରମ’ ପରି ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ‘କେଜିଏଫ୍ ୨’ର ଅପାର ସଫଳତା ପରେ ସଞ୍ଜୟ ଦତ୍ତ ଦକ୍ଷିଣ ସିନେମାର ଲୋକପ୍ରିୟ ଅଭିନେତା ହୋଇପାରିଛନ୍ତି। ସଞ୍ଜୁ ବାବା ସେଥିପାଇଁ ସେ ଗୋଟିଏ ପରେ ଗୋଟିଏ ଅନେକ ଚଳଚ୍ଚିତ୍ର ପାଇଛନ୍ତି ।

   Related Posts