ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ, କୂଳ ଖାଉଛି ସମୁଦ୍ର
20/08/2018 at 3:36 PM

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ । ଜୁଆର ମାଡି ଆସୁଛି । ଗୋପାଳପୁରରେ କୂଳ ଖାଉଛି ସମୁଦ୍ର । ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆତଙ୍କିତ । ସେପଟେ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରଖାଯାଇଛି କଡା ନଜର ।
Prameya News7, News7 Odia, Odisha Latest News, Odisha Current Headlines, Odisha News Online