oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ବେଆଇନ୍ ବାଲି ବୋଝେଇ ହାଇଓ୍ୱା ଜବତ, ଭୁଲ୍ କେ-ଫର୍ମ ଦେଖାଇ ନେଉଥିବାର ଅଭିଯୋଗ

6/06/2020 at 1:06 PM

ବାରଙ୍ଗ ୦୬।୦୬: ବେଆଇନ ବାଲି ବୋଝେଇ ହାଇଓ୍ୱା ଟ୍ରକ ଜବତ । ଚନ୍ଦକା ଥାନା ପୋଲିସ ସହ ଭୁବନେଶ୍ବର ଅତିରିକ୍ତ ତହସିଲଦାରଙ୍କ ମିଳିତ ଚଢାଉ କରିଥିଲା । ଚଢାଉରେ ଆଜି ୭ଟି ବେଆଇନ ବାଲି ବୋଝେଇ ହାଇଓ୍ୱା ଟ୍ରକ ଜବତ ହୋଇଛି ।

 ସୂଚନାଯୋଗ୍ୟ ଯେ, ଚନ୍ଦକା ଥାନା  ନିକଟରେ ଗାଡି ଯାଞ୍ଚ ସମୟରେ ବାଲିଟ୍ରକ ଗୁଡିକ ଭୁଲ କେ-ଫର୍ମ ଦେଖାଇ ବାଲି ବୋହୁ ଥିବାର ଜଣା ପଡିଥିଲା।  ଏହାକୁ ଭିତି କରି ୭ଟି  ହାଇଓ୍ୱା ଗାଡି ଜବତ କରି ସେମାନଙ୍କ ନିକଟରୁ ଫାଇନ ମଧ୍ୟ ଆଦାୟ କରାଯାଇଛି । ଗାଡିମାଲିକଙ୍କ କହିବା କଥା ବାରଙ୍ଗ ତହସିଲ ଅଧିନରେ ଥିବା  ରଣପୁର ବାଲିଘାଟରୁ ମିଳୁଥିବା କେ-ଫର୍ମ ସହିତ ସେଠାରୁ ବାଲି ବୋଝେଇ କରି ପରିବହନ କରାଯାଉଛି । ଏପରିକେ-ଫର୍ମ ଦେଉଥିବା ବାଲିଘାଟକୁ ଧରି ଜୋରିମନା କରିବା ଉଚିତ୍ । ନଚେତ ସରକାର ଅନଲାଇନର କେ-ଫର୍ମ ଦିଅନ୍ତୁ ବୋଲି ଗାଡି ମାଲିକ ମାନେ ଦାବିକରିଛନ୍ତି ।

   Related Posts