ଅନୁଗୁଳ ୧୩।୧୨: ତାଳଚେରର ଜାମୁବାହାଳି ଛକ ଠାରେ ଓଭର ହେଡ ଗାର୍ଡକୁ ଧକ୍କା ଦେଲା ବାଲି ଵୋଝେଇ ଟ୍ରକ । ଘଟଣା ସ୍ଥଳରେ ଡ୍ରାଇଭର ଙ୍କ ମୃତୁ ଘଟିଛି । ମୃତକ ଡ୍ରାଇଭର ଜଣକ ହେଉଛନ୍ତି କ୍ଷେତ୍ରବାସୀ ମହନ୍ତ । ସେ ତେଲକୋଇ ଅଂଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରେ କଲିୟାରୀ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।
କନୌଜ୍ରୁ ଅଖିଳେଶ ହୋଇପାରନ୍ତି ପ୍ରାର୍ଥୀ, ତେଜପ୍ରତାପ...