ଛାତ୍ରଙ୍କୁ ଧକ୍କା ଦେଇ ଓଲଟି ପଡିଲା ବାଲି ବୋଝେଇ ଟିପ୍ପର, ଗୁରୁତର ଛାତ୍ର ମେଡିକାଲରେ ଭର୍ତ୍ତି

ଆନନ୍ଦପୁର ୧୩।୯: ଛାତ୍ରଙ୍କୁ ଧକ୍କା ଦେଇ ଓଲଟିଲା ବାଲି ବୋଝେଇ ଟିପ୍ପର । ଗୁରୁତର ଛାତ୍ର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଚଣ୍ଡାଳୀ ଛକ ନିକଟରେ ଜଣେ ସ୍କୁଲ ଛାତ୍ରଙ୍କୁ ଧକ୍କା ଦେଇ ଓଲଟି ପଡିଛି ବାଲି ବୋଝେଇ ଟିପ୍ପର । ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗୁରୁତର ଛାତ୍ର ବ୍ରାହ୍ମଣୀଦା ଗାଁର ରାଜେନ୍ଦ୍ର କୁମାର ଦେହୁରୀ । ତାଙ୍କୁ ପ୍ରଥମେ … Continue reading ଛାତ୍ରଙ୍କୁ ଧକ୍କା ଦେଇ ଓଲଟି ପଡିଲା ବାଲି ବୋଝେଇ ଟିପ୍ପର, ଗୁରୁତର ଛାତ୍ର ମେଡିକାଲରେ ଭର୍ତ୍ତି