ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣା : କୋର୍ଟରେ ହାଜର ହେଲେ ସାନଖେମୁଣ୍ଡି ବିଧାୟକ

Published By : Prameya-News7 Bureau | February 23, 2024 IST

ଭୁବନେଶ୍ବର ୨୩।୨: ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ କୋର୍ଟରେ ହାଜର ହେଲେ  ବିଧାୟକ ରମେଶ ଜେନା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ହେଉଛନ୍ତି ରମେଶ ଜେନା । ଭୁବନେଶ୍ବର କୋର୍ଟରେ ବିଧାୟକ ହାଜର ହୋଇଛନ୍ତି । ସାନଖେମୁଣ୍ଡି ବିଧାୟକଙ୍କ ସହ ତାଙ୍କ ସହଯୋଗୀ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଥିଲେ ସାମଖେମୁଣ୍ଡି ବିଧାୟକ ରମେଶ ଜେନା । ଗତ ୨୦୧୧ ମସିହା ଫେବୃଆରୀ ୮ ତାରିଖରେ ଏହି ଗୁଳିକାଣ୍ଡ ଘଟଣାରେ ରମେଶ ଜେନା ଗିରଫ ହୋଇଥିଲେ ।

You Can Read :

wp:embed {"url":"https://www.prameyanews7.com/three-jharkhand-ganja-peddlers-on-two-day-remand/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-jharkhand-ganja-peddlers-on-two-day-remand/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.