ଧାମନଗର ବିଧାୟକଙ୍କ ଉପସ୍ଥିତିରେ ଜେଇଙ୍କୁ ମାଡ ଘଟଣା : ସମିତି ସଭ୍ୟାଙ୍କ ସ୍ୱାମୀ ନିଲମ୍ବିତ

ଭଦ୍ରକ ୨୯।୫: ଭଦ୍ରକ ଜିଲ୍ଲା ଧାମନଗର ବିଧାୟକଙ୍କ ଉପସ୍ଥିତିରେ ଜେଇଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସମିତି ସଭ୍ୟାଙ୍କ ସ୍ୱାମୀ ନିଲମ୍ବିତ ହୋଇଛନ୍ତି । ସହକାରୀ ଶିକ୍ଷକ ସଞ୍ଜିତ ସାହୁ ନିଲମ୍ବିତ ହୋଇଛନ୍ତି । ଜେଇଙ୍କୁ ସରପଞ୍ଚଙ୍କ ସହ ଶିକ୍ଷକ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।