ମୋଦି ସରକାରଙ୍କ ୪ ବର୍ଷର ବିଭିନ୍ନ ଯୋଜନା ସମ୍ପର୍କରେ କହିଲେ ସମ୍ବିତ

Published By : Prameya-News7 Bureau | May 25, 2018 IST

ଦେଶରେ ଜିଡିପି ହାର ୭.୪ ବଢିଛି … ଜନଧନ ଯୋଜନାରେ ୫୦ ପ୍ରତିଶତ ଲୋକଙ୍କ ଖାତା ଖୋଲାଯାଇଛି … ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟିଏ ଘର ହୋଇଛି … ଉଜ୍ଜଳା ଯୋଜନାରେ ୩.୮ କୋଟି ଏଲ୍ପିଜି ସିଲିଣ୍ଡର ଲୋକଙ୍କ ଘରେ ପହଞ୍ଚିଛି … ଡିବିଟି, ଆୟୁଷ୍ମାନ ଭାରତ ଯୋଜନା କଥା କହିଲେ ସମ୍ବିତ … ଓଡିଶାରେ ସଡକ, ବିଜୁଳି, ଉଡାନ ଯୋଜନା, ଉର୍ଜା ଗଙ୍ଗା ଯୋଜନା କାର୍ଯ୍ୟକାରୀ ହୋଇଛି … ଓଡିଶାରେ ସୁଯୋଗ ଥାଇବି ୨୦ ବର୍ଷରେ କିଛି ହୋଇପାରିନି … ଓଡିଶା ସବୁ କ୍ଷେତ୍ରରେ ପଛୁଆ ଅଛି … ପ୍ରଧାନମନ୍ତ୍ରୀ ୪ ବର୍ଷର ହିସାବ ଦେଉଛନ୍ତି … ନବୀନ ବାବୁ ୨୦ ବର୍ଷର ହିସାବ ଦେବା କଥା ପ୍ରଶ୍ନ କଣ ପଚାରୁଛନ୍ତି …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.