‘ପୋଲିସ ବାବୁ ଶୁଣିଲେନି, ମୋ ସଂସାର ଉଜୁଡିଗଲା…’ ; ମିନତୀଙ୍କ ବିନତିର ଜବାବ ଦେବ କିଏ ?

ଭୁବନେଶ୍ୱର ୦୫।୧୦: ଭୁବନେଶ୍ୱର ମିଠା ଦୋକାନୀଙ୍କ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ବାରମ୍ବାର ଦୋକାନକୁ ଆସି ମିଠା ଫିଙ୍ଗାଫୋଫଡା କରୁଥିଲେ। ଅଞ୍ଚଳ ଛାଡି଼ ପଳାଅ, ନହେଲେ ମାରିଦେବୁ ବୋଲି ଧମକାଉଥିଲେ। ଥରେ ନୁହେଁକି ଦୁଇଥର ନୁହେଁ , ବରଂ ଏନେଇ ୫-୬ ଥର ଥାନାରେ ଅଭିଯୋଗ କରିଛୁ। ସୁରକ୍ଷା ମାଗିଛୁ ।ଶେଷରେ ମତେ ଏମିତି ନ୍ୟାୟ ଦେଲ ବାବୁ? ଲୁଚିଛପି ନୁହେଁ, ଖୁଲମ୍‌ଖୁଲା ସେମାନେ ମୋ ସ୍ୱାମୀକୁ ହାଣିଦେଲେ। ମୋ ପିଲାଛୁଆ … Continue reading ‘ପୋଲିସ ବାବୁ ଶୁଣିଲେନି, ମୋ ସଂସାର ଉଜୁଡିଗଲା…’ ; ମିନତୀଙ୍କ ବିନତିର ଜବାବ ଦେବ କିଏ ?