ଭିଜିଲାନ୍ସ ଜାଲରେ ସମ୍ୱଲପୁର ଏଏସଆଇ
23/10/2018 at 10:34 PM

ସମ୍ୱଲପୁର ୨୩/୧୦: ଭିଜିଲାନ୍ସ ଜାଲରେ ସମ୍ୱଲପୁର ଏଏସଆଇ କିଶୋର ବାଗ । ଦୁର୍ଘଟଣା ଗସ୍ତ ଗାଡ଼ିକୁ ରିଲିଜ କରିବା ପାଇଁ ସରଲା ର ଗୁରୁଦେବ ଭୋଇଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023