ଆଠଗଡ଼, ୧୩/୧୦: ଅଲଇଣ୍ଡିଆ ରେଡିଓ ନିୟୁ ଦିଲ୍ଲିର ବରିଷ୍ଠ ସମ୍ବାଦ ପାଠକ ଥିବା ବସନ୍ତ ପଟ୍ଟନାୟକଙ୍କ ପରଲୋକ ହୋଇଛି । ସେ ୧୯୫୮ ରୁ ୧୯୭୩ ପର୍ଯ୍ୟନ୍ତ ସମ୍ବାଦ ପାଠ କରୁଥିଲେ । ଆଠଗଡ ବାସଭବନରେ ତାଙ୍କର ପରଲୋକ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି ।
ଦିଲ୍ଲୀରେ ନୀତି ଆୟୋଗ ବୈଠକ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ...
![Niti ayog meeting](https://api-news7.prameyanews7.com/prameya/document/compress/2/comp_2_175_1722047736355.webp)