ବିଧାନସଭାର ନୂଆ ଉପବାଚସ୍ପତି ସାଲୁଗା ପ୍ରଧାନ, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ

ଭୁବନେଶ୍ୱର ୨୧/୧୧: ବିଧାନସଭାର ନୂଆ ଉପ-ବାଚସ୍ପତି ହେଲେ ସାଲୁଗା ପ୍ରଧାନ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଜି.ଉଦଗିରିର ବିଧାୟକ । ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ମଙ୍ଗଳବାର ଉପବାଚସ୍ପତି ନିର୍ବାଚନ ପାଇଁ ଔପଚାରିକ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ସାଢେ ୯ଟା ବେଳେ ବିଧାନସଭାରେ ହୋଇଛି ମତଦାନ । ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏକ ମାତ୍ର ପ୍ରାର୍ଥୀ ନାମାଙ୍କନ କରିଥିବାରୁ ସେ ପରବର୍ତ୍ତୀ ଉପ-ବାଚସ୍ପତି ହେବା ଏକ ପ୍ରକାର ସୁନିଶ୍ଚିତ ଥିଲା । … Continue reading ବିଧାନସଭାର ନୂଆ ଉପବାଚସ୍ପତି ସାଲୁଗା ପ୍ରଧାନ, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ