ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

IIFA ୨୦୨୨ କୁ ହୋଷ୍ଟ କରିବେ ସଲମାନ, ଜାଣନ୍ତୁ କେବେ ଓ କେଉଁଠାରେ ହେବ ଇଭେଣ୍ଟ

15/12/2021 at 11:19 AM

ନୂଆଦିଲ୍ଲୀ ୧୫/୧୨: ସଲମାନ ଖାନ IIFA ୨୦୨୨ କୁ ହୋଷ୍ଟ କରିବାକୁ ଯାଉଛନ୍ତି। ଏହି ଦାୟିତ୍ୱ ପାଇ ସେ ବହୁତ ଖୁସି ଅଛନ୍ତି। ପ୍ରତିବର୍ଷ ବଲିଉଡର ପ୍ରଶଂସକ ଏହି ଗ୍ରାଣ୍ଡ ଇଭେଣ୍ଟକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଏହି ଇଭେଣ୍ଟର ଅନେକ ବିବରଣୀ ବର୍ତ୍ତମାନ ସାମ୍ନାକୁ ଆସିଛି। ଏହାକୁ କିଏ ହୋଷ୍ଟ କରିବେ ତାହା ତ ଜଣା ପଡିଯାଇଛି, ତେବେ ଚାଲନ୍ତୁ ଜାଣିବା ଏହି ଇଭେଣ୍ଟ କେବେ ଓ କେଉଁଠାରେ ଅନୁଷ୍ଠିତ ହେବ।

ସୂଚନା ଅନୁସାରେ, IIFA ୨୦୨୨ ର ଇଭେଣ୍ଟ ମାର୍ଚ୍ଚ ୧୮-୧୯, ୨୦୨୨ ରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା ଆବୁଧାବିରେ ହେବ। ଆବୁ ଧାବିର ଏତିହାଦ୍ ଆରେନାରେ ଆୟୋଜିତ ହେବାକୁ ଥିବା ଏହି ଗ୍ରାଣ୍ଡ୍ ଫିଲ୍ମି ସେଲିବ୍ରେସନର ଅଂଶ ହେବାକୁ ସମସ୍ତଙ୍କ ଇଚ୍ଛା ରହିଥାଏ। କାରଣ ଏହି ଇଭେଣ୍ଟରେ ଷ୍ଟାରମାନଙ୍କ ମେଳା ଲାଗିଥାଏ। ଏଥି ସହିତ ସଲମାନ ଖାନ ଏହି ଇଭେଣ୍ଟକୁ ନେଇ ବହୁତ ଖୁସି ଅଛନ୍ତି। କାରଣ ଏଥର ଉତ୍ସବ ଆହୁରି ବଡ ହେବାକୁ ଯାଉଛି।

   Related Posts