ପୂର୍ବ ଶତ୍ରୁତାର କରୁଣ ପରିଣତି, ପିକୋଳ ଗାଁରେ ବୋମାମାଡ

Published By : Prameya-News7 Bureau | October 25, 2022 IST

ସାଲେପୁର ୨୫/୧୦: ଦୀପାବଳି ରାତିରେ ଅଭାବନୀୟ ଘଟଣା । ସାଲେପୁର ପିକୋଳ ଗାଁରେ ବୋମାମାଡ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି ।

ବିଳମ୍ବିତ ରାତିରେ ଗାଁର ପତିତପାବନ ନାୟକଙ୍କ ଘର ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ତେବେ ଏହି ବୋମାମାଡରେ କାହାର କୌଣସି କ୍ଷୟକ୍ଷତି ହୋଇନି । ଏନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରୁଛି । ବୋମାମାଡ ପରେ ପତିତପାବନଙ୍କ ପରିବାର ଭୟରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.