୨ ଦିନିଆ ରିମାଣ୍ଡରେ ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ
4/05/2018 at 9:40 AM

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା… ପକ୍ସୋ ଆଇନ ଅନୁଯାୟୀ ମାମଲାର ଶୁଣାଣି ଆରମ୍ଭ …ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ନେବାକୁ ପୋଲିସର ଆବେଦନ… ଅଭିଯୁକ୍ତକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ମଞ୍ଜୁରି ଦେଲେ କୋର୍ଟ …ଆସନ୍ତାକାଲି ଦିନ ୨ଟାରୁ ରିମାଣ୍ଡରେ ଯିବ ଅଭିଯୁକ୍ତ…୭ ତାରିଖ ଦିନ ୧୨ଟାରେ ପୁଣି କୋର୍ଟରେ କରାଯିବ ହାଜର…ଅଭିଯୁକ୍ତକୁ ଚୌଦ୍ବାର ଜେଲକୁ ପଠାଗଲା…