ସେପ୍ଟେମ୍ବରରେ ଆସୁଛି ‘ସାଲାର୍‌’, ଜାଣନ୍ତୁ ଫିଲ୍ମ ପାଇଁ କିଏ ନେଇଛି କେତେ ଫି’ ?

ମୁମ୍ବାଇ ୧୮।୦୭: ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସାଲାର୍‌’ । ଫିଲ୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିକଟରେ ‘ସାଲାର୍‌’ର ଟିଜର ରିଲିଜ୍ ହୋଇଛି । ଟିଜର୍‌ ଦେଖିବା ପରେ ପ୍ରଶଂସକଙ୍କ ଭିତରେ ଫିଲ୍ମକୁ ନେଇ ବଢିଛି ଉତ୍ସାହ । ଫିଲ୍ମରେ ଦେଖିବାକୁ ମିଳିବ ପ୍ରଭାସଙ୍କ ଦମଦାର ଆକ୍ସନ । କିନ୍ତୁ ଜାଣିଛନ୍ତି କି ଫିଲ୍ମ ସାଲାରର ସମସ୍ତ ଷ୍ଟାରକାଷ୍ଟ କେତେ ନେଇଛନ୍ତି ଫି । ପ୍ରଥମରେ ରହିଛନ୍ତି ଲିଡ୍ ଆକ୍ଟର ପ୍ରଭାସ୍ । ଖବର ଅନୁଯାୟୀ … Continue reading ସେପ୍ଟେମ୍ବରରେ ଆସୁଛି ‘ସାଲାର୍‌’, ଜାଣନ୍ତୁ ଫିଲ୍ମ ପାଇଁ କିଏ ନେଇଛି କେତେ ଫି’ ?