AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଅମର ‘ଅଚ୍ୟୁତ’ : ସହୀଦ ଭିଡିଓ ଜର୍ଣ୍ଣାଲିଷ୍ଟ ଅଚ୍ୟୁତଙ୍କ ମୃତଦେହ ଜନ୍ମ ମାଟିକୁ ଆସିଲାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

1/11/2018 at 12:53 AM

ବଲାଙ୍ଗିର ୩୧/୧୦: ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ନିହତ ହୋଇଥିବା ଓଡ଼ିଆ ଭିଡିଓ ଜୋର୍ଣ୍ଣାଲିଷ୍ଟ ଅଚ୍ୟୁତାନନ୍ଦଙ୍କ ମରଶରୀର ଆଜି ଜନ୍ମମାଟି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଘୁଷରମୁଣ୍ଡା ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଅଚ୍ୟୁତାନନ୍ଦଙ୍କୁ ସହିଦ ସମ୍ମାନ ଦିଆଯାଇଥିବା ବେଳେ ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

   Related Posts