ସାହାରା ଇଣ୍ଡିଆ ପ୍ରତିଷ୍ଠାତାଙ୍କ ଜନ୍ମଦିନକୁ କଳା ଦିବସ ଭାବେ ପାଳନ କଲେ ଜମାକାରୀ ଓ ଏଜେଣ୍ଟ
କଟକ ୧୦।୬: ସାହାରା ଇଣ୍ଡିଆ କମ୍ପାନୀ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଜନ୍ମଦିନକୁ କଳା ଦିବସ ଭାବେ ପାଳନ କରିଛନ୍ତି ସାହାରା ଇଣ୍ଡିଆ ଜମାକାରୀ ଓ ଏଜେଣ୍ଟ । ଶନିବାର କଟକ ଚଣ୍ଡୀ ଛକରେ ଥିବା ସାହାରା ଇଣ୍ଡିଆ ଶାଖା କାର୍ଯ୍ୟାଳୟ ଆଗରେ ଜମାକାରୀ ଓ ଏଜେଣ୍ଟମାନେ କଳା ବ୍ୟାଚ୍ ପିନ୍ଧି ଓ କଳା ପତାକା ଦେଖାଇ ସାହାରା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ସୁବ୍ରତ ରାୟଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଜମାକାରୀମାନଙ୍କ … Continue reading ସାହାରା ଇଣ୍ଡିଆ ପ୍ରତିଷ୍ଠାତାଙ୍କ ଜନ୍ମଦିନକୁ କଳା ଦିବସ ଭାବେ ପାଳନ କଲେ ଜମାକାରୀ ଓ ଏଜେଣ୍ଟ
Copy and paste this URL into your WordPress site to embed
Copy and paste this code into your site to embed