LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଜିଠୁ ସରିଲା ଏହି ୪ଟି ରାଶିଙ୍କ ସାଢ଼େସାତି : ଖୋଲିବ ଭାଗ୍ୟ,ବର୍ଷିବ ଧନ

22/05/2019 at 6:40 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠୁ ଏହି ୪ଟି ରାଶିଙ୍କ ଜାତକରୁ ସାଢ଼େସାତି ସମାପ୍ତ ହୋଇଛି। ଫଳରେ ଏହି ସବୁ ରାଶିର ବ୍ୟକ୍ତିମାନଙ୍କୁ ଆଜିଠୁ ବଡ଼ ଖୁସିଖବର ମିଳିବ।

ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶନିଙ୍କ କୃପା ଦୃଷ୍ଟି ରହିବ। ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ଧନଲାଭ ହେବ। ଏବଂ ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ଦୂର ହୋଇଯିବ।

ବ୍ୟବସାୟରେ ହଠାତ୍ ବଡ଼ ଲାଭ ହେବାର ସମ୍ଭାବନା ରହିଛି। ଧନଲାଭର ମଧ୍ୟ ସଙ୍କେତ ମିଳିବ। ଏହି ରାଶିଗୁଡ଼ିକ ହେଲା ତୁଳା,ଧନୁ,କନ୍ୟା ଏବଂ ସିଂହ।

ଅଟକିଥିବା ଟଙ୍କା ମିଳିବ। ଯାହା ଦ୍ବାରା ଆପଣଙ୍କ ଜୀବନରେ ଆନନ୍ଦର ବାତାବରଣ ଖେଳିଯିବ।

ଆପଣଙ୍କ ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ଆପଣଙ୍କୁ ଜୀବନସାଥୀଙ୍କଠାରୁ ହଠାତ୍ କୈାଣସି ଖୁସିଖବର ଶୁଣିବାକୁ ମିଳିବ। ସନ୍ତାନଠାରୁ ମଧ୍ୟ ଖୁସି ଖବର ମିଳିବାର ଯୋଗ ରହିଛି। ବାପା ମାଆଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ପୁରୁଣା ବନ୍ଧୁଙ୍କ ସହଯୋଗରେ ଆପଣଙ୍କ ବ୍ୟବସାୟରେ ଲାଭ ମିଳିବ।  

   Related Posts