vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

କଟକରେ ସଚ୍ଚି ରାଉତରାୟଙ୍କ ବ୍ରୋଞ୍ଚର ପ୍ରତିମୂର୍ତ୍ତି ଉନ୍ମୋଚନ

1/09/2018 at 6:25 PM

କଟକ୧|୯: କିବି ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ଏକ ବ୍ରୋଞ୍ଚର ପ୍ରତିମୂର୍ତ୍ତି ଗଡ ଗଡିଆ ମନ୍ଦିର ନିକଟରେ ଉନ୍ମୋଚନ କରାଯାଇଛି.. ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧୧ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି…ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦାଇ ଏହାକୁ ଉନ୍ମୋଚନ କରିଛନ୍ତି…ଭାଷା ସାହିତ୍ୟକୁ ବଞ୍ଚାଇବାରେ ସଚ୍ଚି ରାଉତରାୟଙ୍କ ର ବେଶ ଅବାଦନ ଥିଲା ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା…ଆଗମୀ ଦିନରେ କଟକରେ ଆହୁରି ଅନେକ ବର ପୂତ୍ରଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି…

   Related Posts