କଟକରେ ସଚ୍ଚି ରାଉତରାୟଙ୍କ ବ୍ରୋଞ୍ଚର ପ୍ରତିମୂର୍ତ୍ତି ଉନ୍ମୋଚନ
1/09/2018 at 6:25 PM

କଟକ୧|୯: କିବି ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ଏକ ବ୍ରୋଞ୍ଚର ପ୍ରତିମୂର୍ତ୍ତି ଗଡ ଗଡିଆ ମନ୍ଦିର ନିକଟରେ ଉନ୍ମୋଚନ କରାଯାଇଛି.. ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧୧ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି…ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦାଇ ଏହାକୁ ଉନ୍ମୋଚନ କରିଛନ୍ତି…ଭାଷା ସାହିତ୍ୟକୁ ବଞ୍ଚାଇବାରେ ସଚ୍ଚି ରାଉତରାୟଙ୍କ ର ବେଶ ଅବାଦନ ଥିଲା ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା…ଆଗମୀ ଦିନରେ କଟକରେ ଆହୁରି ଅନେକ ବର ପୂତ୍ରଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି…
Related Posts
ଓଲଟିଲା ‘ସାଇକୃପା’ ବସ୍ : ଜଣେ ମୃତ, ୩୦ ଆହତ
6 July 2022