ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ନିର୍ବାଚନ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଭୋଟଦାନ ମଧ୍ୟ ସରିଛି। ଅବଶ୍ୟ ଭୋଟ୍ ହାର ସେତେଟା ଆଖିଦୃଶିଆ ହୋଇନାହିଁ। ତେବେ ଏହାରି ମଧ୍ୟରେ ଅଭିନେତା ସବ୍ୟସାଚୀ ମିଶ୍ର ଭୋଟ୍ ଦେବାକୁ ଲୋକଙ୍କୁ ଅପିଲ୍ କରିବା ସହ ପ୍ରାର୍ଥୀଙ୍କ ପାଇଁ କବିତା ମାଧ୍ୟମରେ ମନୋବଳ ମଧ୍ୟ ବଢ଼ାଇଛନ୍ତି।
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୫ ହଜାର ଶିକ୍ଷକଙ୍କ ବଢ...
