ମଧ୍ୟପ୍ରଦେଶରେ କୃଷିଋଣ ଛାଡ଼ କଲେ କମଲନାଥ

Published By : Prameya-News7 Bureau | December 17, 2018 IST

ମଧ୍ୟପ୍ରଦେଶ ୧୭/୧୨: ମଧ୍ୟପ୍ରଦେଶରେ କୃଷିଋଣ ଛାଡ଼ କଲେ  ନୂଆ ମୁଖ୍ୟମନ୍ତ୍ରୀ କମଲନାଥ। ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷି ଋଣ ଛାଡ଼ କଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ଫାଇଲରେ ସ୍ବାକ୍ଷର କରିଥିଲେ। ୨୦୧୮ ମସିହା ୩୧ମାର୍ଚ ପର୍ଯ୍ୟନ୍ତ କୃଷି ଋଣ ଲାଗୁ ହୋଇଥିଲା। ଋଣ ଛାଡ଼ ନେଇ କଂଗ୍ରେସ୍ ପ୍ରତିଶୃତି ଦେଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.