Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମଧ୍ୟପ୍ରଦେଶରେ କୃଷିଋଣ ଛାଡ଼ କଲେ କମଲନାଥ

17/12/2018 at 5:48 PM

ମଧ୍ୟପ୍ରଦେଶ ୧୭/୧୨: ମଧ୍ୟପ୍ରଦେଶରେ କୃଷିଋଣ ଛାଡ଼ କଲେ  ନୂଆ ମୁଖ୍ୟମନ୍ତ୍ରୀ କମଲନାଥ। ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷି ଋଣ ଛାଡ଼ କଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ଫାଇଲରେ ସ୍ବାକ୍ଷର କରିଥିଲେ। ୨୦୧୮ ମସିହା ୩୧ମାର୍ଚ ପର୍ଯ୍ୟନ୍ତ କୃଷି ଋଣ ଲାଗୁ ହୋଇଥିଲା। ଋଣ ଛାଡ଼ ନେଇ କଂଗ୍ରେସ୍ ପ୍ରତିଶୃତି ଦେଇଥିଲା।

 

   Related Posts