AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି: ଗଜପତି ଜିଲ୍ଲାର ନୂତନ ଏସ୍‌ପି ହେବେ ସ୍ବାତି ଏସ୍ କୁମାର

19/12/2022 at 9:16 PM

ଗଜପତି, ୧୯।୧୨: ଗଜପତି ଜିଲ୍ଲାର ନୂତନ ଏସ୍‌ପି ଭାବେ ନିଯୁକ୍ତି ହେବେ ସ୍ବାତି ଏସ୍ କୁମାର । ବର୍ତ୍ତମାନ ସ୍ବାତି ଏସ୍ କୁମାର ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । ଦିର୍ଘ ଏକ ମାସ ଧରି ପୂର୍ବତନ ଏସ୍‌ପିଙ୍କ ଅବସର ପରେ ଏହି ପଦବୀ ଖାଲି ପଡିଥିବା ବେଳେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

   Related Posts