ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି: ଗଜପତି ଜିଲ୍ଲାର ନୂତନ ଏସ୍ପି ହେବେ ସ୍ବାତି ଏସ୍ କୁମାର
19/12/2022 at 9:16 PM

ଗଜପତି, ୧୯।୧୨: ଗଜପତି ଜିଲ୍ଲାର ନୂତନ ଏସ୍ପି ଭାବେ ନିଯୁକ୍ତି ହେବେ ସ୍ବାତି ଏସ୍ କୁମାର । ବର୍ତ୍ତମାନ ସ୍ବାତି ଏସ୍ କୁମାର ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । ଦିର୍ଘ ଏକ ମାସ ଧରି ପୂର୍ବତନ ଏସ୍ପିଙ୍କ ଅବସର ପରେ ଏହି ପଦବୀ ଖାଲି ପଡିଥିବା ବେଳେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023