ବିବାହ ବନ୍ଧନରେ ବାନ୍ଧି ହେଲେ ରୁତୁରାଜ୍‌ ଗାଏକୱାଡ୍‌, ପତ୍ନୀ ସହ ସେୟାର କଲେ ଫଟୋ

ମୁମ୍ଵାଇ ୦୪।୦୬: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଷ୍ଟାର ଓପନର୍ ରୁତୁରାଜ ଗାଏକୱାଡ ବିବାହ କରିଛନ୍ତି। ୨୬ ବର୍ଷୀୟ ରୁତୁରାଜ ନିଜ ବିଶେଷ ଦିନର ପ୍ରଥମ ଫଟୋ ସେୟାର କରିଛନ୍ତି। ବର୍ତ୍ତମାନ ତାଙ୍କ ବିବାହର ଫଟୋ ଭାଇରାଲ ହେବାରେ ଲାଗିଛି । ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ରୁତୁରାଜ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି। ରୁତୁରାଜ ତାଙ୍କ ସିକ୍ରେଟ୍‌ ଗର୍ଲଫ୍ରେଣ୍ଡ ଉତ୍କର୍ଷା ପୱାରଙ୍କୁ ବିବାହ କରିଛନ୍ତି। ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର । ସେ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟରେ … Continue reading ବିବାହ ବନ୍ଧନରେ ବାନ୍ଧି ହେଲେ ରୁତୁରାଜ୍‌ ଗାଏକୱାଡ୍‌, ପତ୍ନୀ ସହ ସେୟାର କଲେ ଫଟୋ