ପତ୍ନୀଙ୍କ ସହ ଅକ୍ଷରଧାମ ଦର୍ଶନ କଲେ ଋଷି ସୁନକ, କହିଲେ-ଜଣେ ହିନ୍ଦୁ ହୋଇ ମୁଁ ଗର୍ବିତ…
ମୁମ୍ଵାଇ ୧୦।୦୯: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । ୧୦ ତାରିଖ ଅର୍ଥାତ୍ ରବିବାର ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ତାହା ପୁଣି ପତ୍ନୀ ଅକ୍ଷିତା ମୂର୍ତ୍ତିଙ୍କ ସହ । ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ସୁନକ ଦିଲ୍ଲୀରେ ଅଛନ୍ତି । ଯେଉଁଠାରେ ବିଶ୍ୱ ନେତାମାନେ ବିଶ୍ଵର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ରିପୋର୍ଟ ଅନୁଯାୟୀ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଏହା ଋଷି ସୁନକଙ୍କ ପ୍ରଥମ ଭାରତ … Continue reading ପତ୍ନୀଙ୍କ ସହ ଅକ୍ଷରଧାମ ଦର୍ଶନ କଲେ ଋଷି ସୁନକ, କହିଲେ-ଜଣେ ହିନ୍ଦୁ ହୋଇ ମୁଁ ଗର୍ବିତ…
Copy and paste this URL into your WordPress site to embed
Copy and paste this code into your site to embed