ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ହିନ୍ଦୀ ଗୀତ ଗାଇଛନ୍ତି ରୁଷିଆ ସେନା- ସୋସିଆଲ ମିଡିଆରେ ଭାଇରାଲ ହେଲା ଗୀତ

30/11/2019 at 10:22 PM

ମସ୍କୋ ୩୦।୧୧-  ବଲିଉଡ୍ ଗୀତର ତାଳେ ତାଳେ ବିଦେଶୀ ସେନାର ସାମୂହିକ ସଂଗୀତ ଗାନ। ରୁଷିଆର ମିଲିଟାରୀ କ୍ୟାଡେଟ୍ ମାନେ ମହମ୍ମଦ ରଫି ଗାଇଥିବା ପ୍ରସିଦ୍ଧ ଗୀତ ଏ ୱତନ୍, ଏ ୱତନ୍, ହମ୍କୋ ତେରୀ କସମ୍, ତେରୀ ରାହୋଁ ମେ ଜାନ୍ ତକ୍ ଲୁଟା ଯାୟେଙ୍ଗେକୁ , ଖୁବ୍ ସୁନ୍ଦର ଭାବେ ଗାଇଥିଲେ ।

ସେମାନଙ୍କ ସହିତ ମସ୍କୋ ସ୍ଥିତ ଭାରତୀୟ ଦୂତାବାସର ମିଲିଟାରୀ ଆଡଭାଇଜର୍ ବ୍ରିଗେଡିୟର ରାଜେଶ ପୁଷ୍କର ମଧ୍ୟ ଥିଲେ । ଏହି ୨୭ ସେକେଣ୍ଡର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହୋଇଛି ।

   Related Posts