oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

‘ଖାରକିଭ୍‌ରେ ଋଷ ଜେନେରାଲଙ୍କୁ ମାରିଛୁ’ : ୟୁକ୍ରେନ କଲା ବଡ ଦାବି

8/03/2022 at 10:24 AM

ନୂଆଦିଲ୍ଲୀ, ୦୮/୦୩: ଋଷ ଓ ୟୁକ୍ରେନ ମଧ୍ୟରେ ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତା ବିଫଳ ହୋଇଛି । ଉଭୟ ଯୁଦ୍ଧ ବିରାମ ପାଇଁ ରାଜି ନାହାଁନ୍ତି । ତେବେ କିଛି ସହରରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଏହାସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ୧୩ତମ ଦିନରେ ପହଁଚିଛି । ଏହାମଧ୍ୟରେ ୟୁକ୍ରେନ ଏକ ବଡ ଦାବି କରିଛି ।

ୟୁକ୍ରେନ ସେନା ଦାବି କରିଛି ଯେ, ସେମାନେ ଖାରକିଭରେ ଋଷିଆର ଜଣେ ଜେନେରାଲଙ୍କୁ ନିପାତ କରିଛନ୍ତି । ତେବେ ସେ କୌଣସି ସାଧାରଣ ଜେନେରାଲ ନୁହେଁ ବରଂ ଜଣେ ଉଚ୍ଚପଦସ୍ଥ ଅଧିକାରୀ । ତେବେ ଋଷ ଏବାବଦରେ କିଛି ସୂଚନା ଦେଇନାହିଁ ।

ୟୁକ୍ରେନ ତରଫରୁ କୁହାଯାଇଛି ଯେ, ଖାରକିଭରେ ପ୍ରାଣ ହରାଇଥିବା ଋଷିଆ ଜେନେରାଲ ହେଲେ  ବିଟେଲୀ ଗେରାମିସୋବ । ଏହି ଜେନେରାଲ କ୍ରିମିୟା ଓ ଚେଚନ ବିରୋଧି ଯୁଦ୍ଧରେ ସାମିଲ ହୋଇଥିଲେ । ଏପରିକି ସିରିୟା ବିରୋଧରେ ମଧ୍ୟ ସେ ଯୁଦ୍ଧ ଲଢିଛନ୍ତି ।

   Related Posts