ଡଲାର ତୁଳନାରେ ୯ ପଇସା ମଜଭୁତ ହେଲା ଭାରତୀୟ ମୁଦ୍ରା
26/12/2022 at 2:08 PM

ନୂଆଦିଲ୍ଲୀ: ଡଲାର ତୁଳନାରେ ମଜଭୁତ ହେଲା ଟଙ୍କା। ପୂର୍ବ ବାଣିଜ୍ୟିକ ଦିନରେ ଯେତିକି ହ୍ରାସ ହୋଇଥିଲେ ଏଥର ତାହା ଭରଣା ହୋଇଗଲା। ଏତେ ସତର୍କତା ମୂଳକ ବାଣିଜ୍ୟିକ ସ୍ଥିତି ସତ୍ତ୍ୱେ ରୁପିସ୍ ଡଲାର ତୁଳନାରେ ୯ ପଇସା ମଜଭୁତ ହୋଇଛି।
ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ପୂର୍ବ ଆର୍ଥିକ କାରବାର ସ୍ଥିତିରେ ଶୁକ୍ରବାର ଘରୋଇ ମୁଦ୍ରା ଆମେରିକୀୟ ଡଲାର ତୁଳନାରେ ୯ ପଇସା ହ୍ରାସ ହୋଇଥିଲା। ଫଳରେ ୮୨.୭୮୧୩ରୁ ୮୨.୮୬୫୦ରେ ବଜାର ବନ୍ଦ ହୋଇଥିଲା। ପିଟିଆଇର ରିପୋର୍ଟ ଅନୁସାରେ ଭାରତୀୟ ମୁଦ୍ରା ଆମେରିକୀୟ ଡଲାର ତୁଳନାରେ ୩ ପଇସା ବୃଦ୍ଧି ହୋଇ ୮୨.୭୯।
Related Posts
Xiaomiରୁ ମନୁ ଜୈନଙ୍କ ଇସ୍ତଫା, ୯ ବର୍ଷ ଧରି କମ୍ପାନୀରେ କରିଥିଲେ କାମ
30 January 2023