oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଡଲାର ତୁଳନାରେ ଦୁର୍ବଳ ହେଲା ମୁଦ୍ରା, ୮୧ ଟଙ୍କା ପାର୍ କଲା ଭାରତୀୟ ଟଙ୍କା

23/09/2022 at 11:12 AM

ନୂଆଦିଲ୍ଲୀ ୨୩/୦୯: ଡଲାର ତୁଳନାରେ ଭାରତୀୟ ମୁଦ୍ରା ଆହୁରି ଦୁର୍ବଳ ହୋଇଛିି। ଗୋଟିଏ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୧ ପାର କରି ଯାଇଛି । ଡଲାର୍ ତୁଳନାରେ ଏବେ ସୁଦ୍ଧା ଏହା ଟଙ୍କାର ସର୍ବନିମ୍ନ ସ୍ତର ।

ଆଜି ଟଙ୍କାର ମୂଲ୍ୟ ୪୪ପଇସା କମିଛି । ଆମେରିକୀୟ ବ୍ୟାଙ୍କରେ ସୁଧ ହାର ବଢିବା, ରୁଷ-ୟୁକ୍ରେନ୍ ସଙ୍କଟ ଏବଂ ମୁଦ୍ରାସ୍ଫିତୀ ରୋକିବାକୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ ନେଉଥିବା କଠୋର ପଦକ୍ଷେପ ଭାରତୀୟ ମୁଦ୍ରା ଦୁର୍ବଳ ହେବା ପଛରେ ବଡ କାରଣ ବୋଲି କୁହାଯାଉଛି । ଗତକାଲି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଥିଲା ୮୦.୭୯ । ଆଜି ବଜାର ଖୋଲିବା ବେଳେ ଟଙ୍କାର ମୂଲ୍ୟ ୮୧.୦୮ ଥିବା ବେଳେ ଏହା ଆହୁରି ତଳକୁ ଖସି ୮୧.୨୩ ଛୁଇଁଥିଲା ।

   Related Posts