ଚଳନ୍ତା ଟ୍ରେନରୁ ୨ ଜଣ ନାବାଳକଙ୍କୁ ଠେଲିଦେଲା ଦୁର୍ବୃତ୍ତ

Published By : Prameya-News7 Bureau | April 24, 2018 IST

ରାୟଗଡା ଲେଲିଗୁମା ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ୨ ଜଣ ନାବାଳକଙ୍କୁ ଠେଲିଦେଲା ଦୁର୍ବୃତ୍ତ...କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସରେ ଲେଲିଗୁମା ଯାଉଥିଲେ ୨ ସମ୍ପର୍କୀୟ ଭାଇ... ସ୍ଥାନୀୟ ଲୋକେ ଓ ରେଳବାଇ କର୍ମଚାରୀ ଦୁଇ ନାବାଳକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ....ନାବାଳକ ମାନେ ହେଲେ ରାୟଗଡ଼ ଶାମଦୀଗୁଡା ଗାଁର ୧୩ ବର୍ଷୀୟ ସନ୍ତୋଷ ନାଏକ ଓ ଲାଇସନ ନାଏକ .... ଗୋଟିଏ ବାହାଘରରେ ଯୋଗଦେବାକୁ ଲେଲିଗୁମା ଯାଉଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.