ଚଳନ୍ତା ଟ୍ରେନରୁ ୨ ଜଣ ନାବାଳକଙ୍କୁ ଠେଲିଦେଲା ଦୁର୍ବୃତ୍ତ
24/04/2018 at 9:54 AM

ରାୟଗଡା ଲେଲିଗୁମା ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ୨ ଜଣ ନାବାଳକଙ୍କୁ ଠେଲିଦେଲା ଦୁର୍ବୃତ୍ତ…କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସରେ ଲେଲିଗୁମା ଯାଉଥିଲେ ୨ ସମ୍ପର୍କୀୟ ଭାଇ… ସ୍ଥାନୀୟ ଲୋକେ ଓ ରେଳବାଇ କର୍ମଚାରୀ ଦୁଇ ନାବାଳକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ….ନାବାଳକ ମାନେ ହେଲେ ରାୟଗଡ଼ ଶାମଦୀଗୁଡା ଗାଁର ୧୩ ବର୍ଷୀୟ ସନ୍ତୋଷ ନାଏକ ଓ ଲାଇସନ ନାଏକ …. ଗୋଟିଏ ବାହାଘରରେ ଯୋଗଦେବାକୁ ଲେଲିଗୁମା ଯାଉଥିଲେ