ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଜଳିଗଲା ସଂପୂର୍ଣ୍ଣ କାର୍

ରାଉରକେଲା ୧୩।୧୧: ଚଳନ୍ତା କାର୍‌ରେ ଲାଗିଲା ନିଆଁ । ନିଆଁରେ ଜଳିଗଲା ସଂପୂର୍ଣ୍ଣ କାର୍ । ୧୪୩ ଜାତୀୟ ରାଜପଥ ଫେଟ୍‌ଖୋଲ ନିକଟରେ ଲାଗିଲା ନିଆଁ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । କାର୍‌ରେ ଥିବା ସମସ୍ତ ଲୋକେ ସୁରକ୍ଷିତ ଥିବା ଜଣାପଡିଛି । ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଇଛି । You Can Read :