ଚଳନ୍ତା କାର୍ରେ ଲାଗିଲା ନିଆଁ, ଜଳିଗଲା ସଂପୂର୍ଣ୍ଣ କାର୍
13/11/2023 at 6:50 PM

ରାଉରକେଲା ୧୩।୧୧: ଚଳନ୍ତା କାର୍ରେ ଲାଗିଲା ନିଆଁ । ନିଆଁରେ ଜଳିଗଲା ସଂପୂର୍ଣ୍ଣ କାର୍ । ୧୪୩ ଜାତୀୟ ରାଜପଥ ଫେଟ୍ଖୋଲ ନିକଟରେ ଲାଗିଲା ନିଆଁ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । କାର୍ରେ ଥିବା ସମସ୍ତ ଲୋକେ ସୁରକ୍ଷିତ ଥିବା ଜଣାପଡିଛି । ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଇଛି ।
You Can Read :
Related Posts
ଅଜଣା ବ୍ୟକ୍ତିଙ୍କୁ ଧକ୍କା ଦେଲା ହାଇଓ୍ବା : ଚକ ତଳେ ଚାପି ହୋଇ ଚାଲିଗଲା ଜୀବନ
30 November 2023
ନାବାଳିକାକୁ ଉଦ୍ଧାର ପାଇଁ ଧାରଣା, ଅପହରଣର ୩ ମାସ ପରେ ମିଳୁନି ପତ୍ତା
30 November 2023
ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା : ଝିଆରୀ ମୃତ, ଦାଦା ଗୁରୁତର
30 November 2023