ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଜଳିଗଲା ସଂପୂର୍ଣ୍ଣ କାର୍

Published By : Prameya-News7 Bureau | November 13, 2023 IST

ରାଉରକେଲା ୧୩।୧୧: ଚଳନ୍ତା କାର୍‌ରେ ଲାଗିଲା ନିଆଁ । ନିଆଁରେ ଜଳିଗଲା ସଂପୂର୍ଣ୍ଣ କାର୍ । ୧୪୩ ଜାତୀୟ ରାଜପଥ ଫେଟ୍‌ଖୋଲ ନିକଟରେ ଲାଗିଲା ନିଆଁ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । କାର୍‌ରେ ଥିବା ସମସ୍ତ ଲୋକେ ସୁରକ୍ଷିତ ଥିବା ଜଣାପଡିଛି । ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/congress-announces-tulsi-yatra-from-1st-december/","type":"wp-embed","providerNameSlug":"prameya-news-7"}
https://www.prameyanews7.com/congress-announces-tulsi-yatra-from-1st-december/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.