oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଘରୋଇ ବସ୍‌କୁ ସାଢେ ୫ଲକ୍ଷ ଟଙ୍କାର ଜରିମନା, ୨୦୧୯ ମେ’ରୁ ବିନା ଏମଭି ଟାକ୍ସରେ ଚାଲିଥିଲା

14/10/2020 at 11:29 AM

ଭୁବନେଶ୍ବର ୧୪।୧୦: ଘରୋଇ ଯାତ୍ରୀବାହୀ ବସ୍‌କୁ ଲକ୍ଷାଧିକ ଟଙ୍କାର ଜରିମନା କରାଯାଇଛି । କୋରାପୁଟରୁ ଭୁବନେଶ୍ବର ଆସୁଥିବା ଘରୋଇ ବସ୍‌କୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଜରିମନା କରାଯାଇଛି । ଭୁବନେଶ୍ବର ଆରଟିଓ-୨ ଏହି ଜରିମନା ଲଗାଇଥିବା ସୂଚନା ମିଳିଛି ।

ବସ୍ ଟି ୨୦୧୯ ମେ’ ମାସରୁ ଏପର୍ଯ୍ୟନ୍ତ ମୋଟର ଭେହିକିଲ ଟାକ୍ସ ଦେଇ ନଥିବାରୁ ଜରିମନା କରାଯାଇଛି । ବସ୍‌ର ପରମିଟ, ଫିଟନେସ୍‌, ଇନ୍ସ୍ୟୁରାନ୍ସ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାଗଜପତ୍ର ନଥିବାରୁ ଫାଇନ୍‌ କରାଯାଇଛି । ବସ୍‌ଟି କୋରାପୁଟରୁ ଭୁବନେଶ୍ବର ଚଳାଚଳ କରୁଥିବା ଜଣାପଡିଛି ।

   Related Posts