oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବିଏସ୍‌ ୬ ଇଞ୍ଜିନ୍ ସହ Royal Enfield 350 Classic ବ୍ରିକି ପାଇଁ ଉପଲବ୍ଧ- ଏଥିରେ ରହିଛି ନୂଆ ଟେକ୍ନୋଲଜି

18/01/2020 at 3:17 PM

ମୁମ୍ବାଇ ୧୮।୦୧ – ବିଏସ୍‌ ୬ ଇଞ୍ଜିନ ସହ Royal Enfield 350 Classic ଏବେ ବିକ୍ରି ପାଇଁ ବଜାରରେ ଉପଲବ୍ଧ ହେବ । ରୟାଲ ଏନ୍‌ଫିଲ୍ଡର ପ୍ରଶଂସକମାନେ ଏହି ବାଇକ୍‌କୁ ବହୁତ ପସନ୍ଦ କରୁଛନ୍ତି । ଗାଡିକୁ ନୂଆ ଇଞ୍ଜନ ସହ ନୂଆ କଲର ଦିଆଯାଇଛି । ଏହାର ମୂଲ୍ୟ ଏକ୍ସ ସୋ ରୁମ୍‌ରେ ୨ ଲକ୍ଷ ଟଙ୍କା । ଏହାର ମୂଲ୍ୟ ଆହୁରି ବଢି ପାରେ ।

ବାଇକ୍‌ର ଇଞ୍ଜନ ସହ ଏହାର ଡିଜାଇନ୍‌ରେ ପରିବର୍ତ୍ତନ କରାଯାଇଛି । କାର୍ବୋରେଟର ସ୍ଥାନରେ ଫୁଏଲ୍‌ ଇଞ୍ଜେକସନ୍‌ ଟେକନୋଲଜି ଦିଆଯାଇଛି । ଏହାର ସିଷ୍ଟମକୁ ବହୁତ ଅପଡେଟ୍‌ କରାଯାଇଛି । ଏବେ ନୂଆ ରଙ୍ଗରେ Royal Enfield 350 Classic ଉପଲବ୍ଧ ହେବ । ଏଥିରେ ଷ୍ଟିଲଥ୍‌ ବ୍ଲାକ ଓ କ୍ରିମ ବ୍ଲାକ ସାମିଲ ଅଛି ।


ଏବେ ବାଇକ୍‌ର ବୁକିଂ ଆରମ୍ଭ ହୋଇଛି । ୧୦ ହଜାର ଟଙ୍କା ଦେଇ ଏହି ବାଇକ୍‌କୁ ବୁକିଂ କରିପାରିବେ । କମ୍ପାନୀର ସୂଚନା ଅନୁସାରେ ଏହା ୩୫ରୁ ୪୦ କିଲୋମିଟର ମାଇଲେଜ୍‌ ଦେବ ।
ଏଥିରେ ସିଙ୍ଗିଲ୍‌ ସିଲିଣ୍ଡରରେ ଫୁଏଲ୍‌ ଇଞ୍ଜେକ୍ଟେଡ୍‌ ଇଞ୍ଜିନ ଦିଆଯାଇଛି । ବିଏସ୍‌ ୪ଠାରୁ ବିଏସ୍‌ ୬ ଆହୁରି ୧୧ ହଜାର ଟଙ୍କା ଅଧିକ ।
ଏଥିରେ ୩ ବର୍ଷର ଓ୍ୱାରେଣ୍ଟି ସହ ୩ ବର୍ଷର ରୋଡ୍‌ ସାଇଡ୍‌ ଆସିଷ୍ଟାନସ୍‌ ଦିଆଯିବ ।

   Related Posts