ଚିକିତ୍ସା ଯୋଗାଉଥତ୍ବା ଡିସପେନ୍ସାରୀ କୁ ଚିକିତ୍ସା ଆବଶ୍ୟକ
14/04/2018 at 11:41 AM

ଏ ହେଉଛି ରାଉରକେଲା ଛେଣ୍ଡରେ ଥିବା ହୋମିପ୍ୟାଥତ୍କ ଡିସପେନ୍ସାରୀ ଦୃଶ୍ୟ । ଛାତ ଫାଟି ଆଁ , ଛେଲା ଛେଲା ହୋଇ ପଢ଼ୁଛି ସିମଂଟେ ଖଣ୍ଡ ତାସାଙ୍କୁ କାନ୍ଥର ଅବସ୍ଥା ଏମିତିଯେ କେଉ ମୁହୁର୍ତରେ ବି ଭୁଷୁଡ଼ିପାରେ । ଛେଣ୍ଡ ଅଚଂଳରେ ଲୋକମାନଙ୍କପାଇଁ ଚିକିତ୍ସାର ସୁବିଧା ଲାଗି 1992 ମସିହାରେ ପ୍ରତିଷ୍ଠା ହୋଇଥତ୍ଲା ଏହି ଡିସପେନ୍ସାରୀ, କିନ୍ତୁ ଏବେ ଏହା ବିପଦ ସଂଙ୍କୁଳ ଅବସ୍ଥାରେ । ଉଇ ଖାଇ ନଷ୍ଠ କରିଦେଉଛି ନାମୀ ଦାବୀ ଔଷଧ | ଖତ ଖାଉଛି ଗୁରୁତ୍ବ ପୁର୍ଣ୍ଣ ନଥିପତ୍ର , ଛୁଆ ମାନଙ୍କୁ ବିପଦ ସଂଙ୍କୁଳ ଅବସ୍ଥାରେ ଚିକିତ୍ସା କରୁଛନ୍ତି ଡ଼।କ୍ତର ଯାହା କେତେବେଳେ ବି କୋୈଣସି ବିପଦକୁ ଏଢ଼।ଇ ଦିଆଯାଇନପାରେ ।
ଏହି ଡିସପେନ୍ସାରୀ କାର୍ଯ୍ୟରତ ଡ଼।କ୍ତରଙ୍କ ସହ ତାଙ୍କ ସହଯୋଗୀ କର୍ମଚାରୀ ମଧ୍ୟ ବିପଦ ସଂଙ୍କୁଳ ଅବସ୍ଥାରେ ରୋଗୀ ମାନଙ୍କ ଚିକିତ୍ସା କରାଯାଉଛି । ଜମି ବିବାଦ ଅଛି ଏହି ଜମିକୁ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିବା ଆବଶ୍ୟକତା ରହିଛି। ତା ସହ ପ୍ରଶାସନିକ ଅଧତ୍କାରୀଙ୍କ ଲିଖତ୍ତ ଭାବରେ ଜଣାଇଲେ ମଧ୍ୟ ମିଳିପାରୁନାହିଁ ସନ୍ତୋଷ ଜନକ ଉତ୍ତର କି ହୋଇପାରୁନାହିଁ ମରାମତି । କିନ୍ତୁ ଏହି ଡ଼ସିପେନ୍ସସରୀ ଛିଢ଼। ହୋଇଥତ୍ବା ଜମି ବିବାଦୀୟ ବୋଲି ପ୍ରଶ୍ନ ଉଠିଛି ଯାହା ଫଳରେ ମରାମତି ହୋଇପାରୁନଥତ୍ବାର କଥା ଉଠିବା ସହ ଖୋଦ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଖାମ୍ ଖିଆଲ ଭାବରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଶୁଣିଛି ଦେଖତ୍ବି ତାପରେ ଯାହା ହୋଇପାରିବ ତାହା କରିବି । କିନ୍ତୁ କରୁ କରୁ କାହା ଜୀବନ ଯାଇ ସାରିନଥତ୍ବ ତାହା କିଏ କହିବ ।