ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5/02/2023 at 2:28 PM

ରାଉରକେଲା ୦୫।୦୨ : ରାଉରକେଲା ଡବଲ ମର୍ଡର ଘଟଣା । ରବିବାର ଦିନ ୩ଜଣଙ୍କୁ ଅଟକ ଟାଙ୍ଗପାଲି ପୋଲିସ । ମୁଖ୍ୟ ଅଭିଯୁକ୍ତ ଗଞ୍ଜୁ ସହ ତା ସ୍ତ୍ରୀ ଫେରାର ଅଛନ୍ତି । ପୋଲିସ ମୁଖ୍ୟ ଅଭିଯୁକ୍ତ ଗଞ୍ଜୁ ସହ ତା ସ୍ତ୍ରୀକୁ ଖୋଜୁଛି ।
ଖବର ଅନୁଯାୟୀ, ଶନିବାର ସଂଧ୍ୟାରେ ରାଉରକେଲାରେ ଦୁଇ ଜଣଙ୍କୁ ବିଭତ୍ସ ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ମୃତକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିଲେ। ରାଉରକେଲା ଫର୍ଟିଲାଇଜର କଲୋନିରେ ଏପରି ଅଘଟଣ ଘଟିଥିଲା। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆଉ ଏବେ ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖିଛି ପୋଲିସ ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023