ନୂଆ ରେକର୍ଡ କରିବେ ରୋହିତ ଶର୍ମା, ଦରକାର ଆଉ ଏତିକି ରନ୍‌…

ମୁମ୍ବାଇ ୦୨।୦୯ : ଆରମ୍ଭ ହୋଇଛି ଏସିଆ କପ୍‌ ୨୦୨୩ । ସେପ୍ଟେମ୍ବର ୨ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଜୋରଦାର ହେବ ଲଢେଇ । ଦୀର୍ଘ ଦିନ ପରେ ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଏକ ନୂଆ ରେକର୍ଡ କରିପାରନ୍ତି ହିଟ୍‌ ମ୍ୟାନ୍‌ । ନୂଆ ରେକର୍ଡ କ୍ଲବରେ ସାମିଲ ହୋଇପାରନ୍ତି ରୋହିତ ଶର୍ମା । ଖବର ଅନୁଯାୟୀ, ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କ … Continue reading ନୂଆ ରେକର୍ଡ କରିବେ ରୋହିତ ଶର୍ମା, ଦରକାର ଆଉ ଏତିକି ରନ୍‌…