ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

କଟକରେ ୨୨ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଜାଣନ୍ତୁ କାହା ନାମରେ ଥିଲା ରେକର୍ଡ

22/12/2019 at 5:44 PM

କଟକ ୨୨।୧୨:  ବାରବାଟୀରେ ୨୨ ବର୍ଷର ରେକର୍ଟ ଭାଙ୍ଗିଲେ ରୋହିତ ଶର୍ମା। ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୂର୍ଯ୍ୟାଙ୍କ ରେକର୍ଡ ଭାଙ୍ଗିଲେ ରୋହିତ । ୧୯୯୭ ରେ ଜୟସୂର୍ଯ୍ୟାଙ୍କ ମୋଟ ସ୍କୋର ଥିଲା ୨୩୮୭ ରନ୍ । ଏବେ ସେହି ରେକର୍ଡ ଭାଙ୍ଗିଛନ୍ତି ରୋହିତ ଶର୍ମା ।ଗତ ବିଶାଖାପାଟଣା ମ୍ୟାଚ୍‌ସୁଦ୍ଧ ରୋହିତଙ୍କ ସ୍କୋର ୨୩୭୯ରେ ପହଞ୍ଚିଥିଲା। ଜୟ ସୂର୍ଯ୍ୟାଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦରକାର ଥିବା ୯ ରନ୍ ଯାହା ରୋହିତ ବାରବାଟୀରେ ବାସଲ କରିନେଇଛନ୍ତି।

ରବିବାର ବାରବାଟୀରେ ଭରାତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ଟିକିଆ ୱାନଡେ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ଭାରତ ଆଗରେ ୱେଷ୍ଟ ଇଣ୍ଡିଜ୍ ୩୧୬ ରନର ବିଜୟ ଲକ୍ଷ ରଖିଥିବା ବେଲେ ଷ୍ଟାଡିୟମରେ ରୋହିତ ଓ ରାହୁଲ ଓପ୍ନିଂ କରିଛନ୍ତି।

   Related Posts