କଟକ ୨୨।୧୨: ବାରବାଟୀରେ ୨୨ ବର୍ଷର ରେକର୍ଟ ଭାଙ୍ଗିଲେ ରୋହିତ ଶର୍ମା। ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୂର୍ଯ୍ୟାଙ୍କ ରେକର୍ଡ ଭାଙ୍ଗିଲେ ରୋହିତ । ୧୯୯୭ ରେ ଜୟସୂର୍ଯ୍ୟାଙ୍କ ମୋଟ ସ୍କୋର ଥିଲା ୨୩୮୭ ରନ୍ । ଏବେ ସେହି ରେକର୍ଡ ଭାଙ୍ଗିଛନ୍ତି ରୋହିତ ଶର୍ମା ।ଗତ ବିଶାଖାପାଟଣା ମ୍ୟାଚ୍ସୁଦ୍ଧ ରୋହିତଙ୍କ ସ୍କୋର ୨୩୭୯ରେ ପହଞ୍ଚିଥିଲା। ଜୟ ସୂର୍ଯ୍ୟାଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦରକାର ଥିବା ୯ ରନ୍ ଯାହା ରୋହିତ ବାରବାଟୀରେ ବାସଲ କରିନେଇଛନ୍ତି।
{"id":201178,"sizeSlug":"large"}ରବିବାର ବାରବାଟୀରେ ଭରାତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ଟିକିଆ ୱାନଡେ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ଭାରତ ଆଗରେ ୱେଷ୍ଟ ଇଣ୍ଡିଜ୍ ୩୧୬ ରନର ବିଜୟ ଲକ୍ଷ ରଖିଥିବା ବେଲେ ଷ୍ଟାଡିୟମରେ ରୋହିତ ଓ ରାହୁଲ ଓପ୍ନିଂ କରିଛନ୍ତି।