ସଚିନ-କୋହଲିଙ୍କ କ୍ଲବରେ ସାମିଲ୍ ହେଲେ ରୋହିତ ଶର୍ମା, ଷଷ୍ଠ ଭାରତୀୟ ଭାବେ ହାସଲ କଲେ ଉପଲବ୍ଧି
ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏସିଆ କପ୍ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମୁକାବିଲାରେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ରୋହିତ ଶର୍ମା ଦିନିକିଆ କ୍ରିକେଟ୍ରେ ୧୦ ହଜାର ରନ ପୂରଣ କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ସେ ଷଷ୍ଠ ଭାରତୀୟ ବ୍ୟାଟର। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲି ଏହି ସଫଳତା ହାସଲ କରି ସାରିଛନ୍ତି। ରୋହିତ … Continue reading ସଚିନ-କୋହଲିଙ୍କ କ୍ଲବରେ ସାମିଲ୍ ହେଲେ ରୋହିତ ଶର୍ମା, ଷଷ୍ଠ ଭାରତୀୟ ଭାବେ ହାସଲ କଲେ ଉପଲବ୍ଧି
Copy and paste this URL into your WordPress site to embed
Copy and paste this code into your site to embed