ରୋହିତ ଶର୍ମାଙ୍କ ଶତକ : ୮୫ ବଲରେ ୧୦୦ ରନ

Published By : Prameya-News7 Bureau | June 16, 2019 IST

୩୦ ଓଭର ପରେ ଟିମ ଇଣ୍ଡିଆର ସ୍କୋର ରହିଛି ୧୭୩/୧ । ବିରାଟ କୋହଲି ୧୩ ରନ କରିଛନ୍ତି । ରୋହିତ ଶର୍ମା ରନ ୧୦୦ ରନ ପୁରା କରିଛନ୍ତି । ୨୪ ଓଭର ପରେ ପାକିସ୍ତାନକୁ ସଫଳତା ମିଳିଥିଲା । କେ.ଏଲ .ରାହୁଲ ୫୭ ରନ କରି ରିୟାଜଙ୍କ ବଲରେ ଆଉଟ ହୋଇଯାଇଛନ୍ତି ।

{"id":123647}

ରୋହିତ ଶର୍ମା ତାଙ୍କର ୨୪ତମ ଶତକ ପୁରା କରିଛନ୍ତି । ୱାର୍ଲଡକପ୍ ୨୦୧୯ରେ ଏହା ତାଙ୍କର ଦ୍ୱିତୀୟ ଶତକ । ପାକିଷ୍ଟନ ବିପକ୍ଷରେ ଆଜିର ମ୍ୟାଚରେ ଏବେ ପର୍ଯ୍ୟନ୍ତ ସେ ୩ଟି ଛକ୍କା ଓ ୯ଟି ଚୌକା କରି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.