oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ବଢିଲା ରବର୍ଟ ଭଦ୍ରାଙ୍କ ଅଡୁଆ ; ରାଜସ୍ଥାନର ବିକାନେର ଜମି ଦୁର୍ନୀତି ମାମଲାରେ ମାଙ୍କ ସହ ଇଡିରେ ହେଲେ ହାଜର

12/02/2019 at 3:47 PM

ଜୟପୁର ୧୨|୨:  ବଢିଲା ରବର୍ଟ ଭଦ୍ରାଙ୍କ ଅଡୁଆ ।  ରାଜସ୍ଥାନର ବିକାନେର ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରା ଆଜି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ।  ଭଦ୍ରାଙ୍କ ସମେତ ତାଙ୍କ ମା ମୌରୀନ ମଧ୍ୟ ଇଡିରେ  ହାଜର ହୋଇଛନ୍ତି ।  ଜୟପୁର ଇଡି ଅଫିସରେ ଉଭୟଙ୍କୁ ପଚରାଉଚରା କରାଯାଉଛି । ଇଡିରେ  ହାଜର ହେବାକୁ  ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରବର୍ଟ ଓ ତାଙ୍କ ମାଙ୍କୁ ଇଡିର ୧୧ଜଣ ଅଧିକାରୀ ପଚରାଉଚରା କରୁଛନ୍ତି । ଜେରା ପାଇଁ ୫୫ଟି ପ୍ରଶ୍ନ ପ୍ରସ୍ତୁତ ହୋଇଛି ।

ବିକାନେରରେ ଯେଉଁ ସ୍କାଏଲାଇଟ  ହସପିଟାଲିଟି କମ୍ପାନୀ ପାଇଁ  ଜମି କିଣାଯାଇଥିଲା । ଏଥିରେ ଜଣେ ଡ୍ରାଇଭରଙ୍କ ପାୱାର ଅଫ ଆଟର୍ଣ୍ଣି ଜରିଆରେ କରାଯାଇଥିଲା ।  ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଡ୍ରାଇଭରଙ୍କ ଏତେ ଟଙ୍କା କେମିତି ଆସିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରବର୍ଟଙ୍କୁ ଭେଟିବା ଲାଗି ପ୍ରିୟଙ୍କା ଗାନ୍ଧି ଗତକାଲି ଜୟପୁର ଯାଇଥିଲେ । ବିଭିନ୍ନ ମାମଲାରେ ରବର୍ଟ ଭଦ୍ରାଙ୍କୁ ବର୍ତମାନ ସୁଦ୍ଧା ଇଡି ୩ ଥର ଜେରା କରିସାରିଲାଣି । ପ୍ରଥମ ଥର ଲାଗି ଦିଲ୍ଲୀରେ ରବର୍ଟଙ୍କୁ ପଚରାଉଚରା ବେଳେ ପ୍ରିୟଙ୍କା ତାଙ୍କୁ ଛାଡିବାକୁ ଇଡି ଅଫିସ ଆସିଥିଲେ ।

   Related Posts