ଆଚାର୍ଯ୍ୟ ବିହାର ବ୍ରିଜ୍‌ ଉପରେ ଯୁବତୀଙ୍କ ଠାରୁ ଲୁଟ୍‌

Published By : Prameya-News7 Bureau | April 21, 2024 IST

ଭୁବେନଶ୍ବର: ଆଚାର୍ଯ୍ୟ ବିହାର ବ୍ରିଜ ଉପରେ ଯୁବତୀଙ୍କ ଠାରୁ ଲୁଟ୍‌। ଯୁବତୀଙ୍କ ଠାରୁ ହେଲା ସୁନା ଚେନ୍‌। ଚଳନ୍ତା ସ୍କୁଟିରୁ ଝାମ୍ପିନେଲେ ଦୁର୍ବୁତ୍ତ।

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଘଟିଛି ଏହି ଘଟଣା। ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଯୁବତୀଙ୍କୁ ଠାରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ତେବେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ଓ ପରିବାର ଲୋକେ। ଅଭଯୋଗ ଆଧାରରେ ସହିଦନଗର ଥାନା ପୁଲିସର ଛାନଭିନ୍‌ ଆରମ୍ଭ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.