ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ରାଜଧାନୀରେ ଡକାୟତି ଉଦ୍ୟମ ପଣ୍ଡ, ବିଭିନ୍ନ ସାମଗ୍ରୀ ସହ ୪ ଡକାୟତ ଗିରଫ

18/10/2022 at 4:41 PM

ଭୁବନେଶ୍ୱର, ୧୮/୧୦: ରାଜଧାନୀରେ ଡକାୟତି ଉଦ୍ୟମ ପଣ୍ଡ । ଡାକାୟତି କରୁଥିବା ବେଳେ ଚାରି ଡକାୟତଙ୍କୁ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି । ଘଟଣା ସ୍ଥଳରୁ ଜଣେ ଡକାୟତ ଫେରାର ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି । ଡକାୟତ ମାନଙ୍କ ନିକଟରୁ ଦୁଇଟି ପଲସର, ଭୁଜାଲି, ରଡ୍, ଲଙ୍କା ଗୁଣ୍ଡ ଓ  ଅନ୍ୟାନ୍ୟ ସମାଗ୍ରୀ ଜବତ କରିଛି ପୋଲିସ୍‌ । ଏନେଇ କମିଶନରେଟ୍‌ ପୋଲିସ୍‌ ଡିସିପି ପ୍ରତୀକ ଗୀତା ସିଂହ ସୂଚନା ଦେଇଛନ୍ତି ।

   Related Posts