oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ରାଜପଥରେ ଡକାୟତି ଓ ଦାଦାବଟି ଆଦାୟ, ୫ ଗିରଫ, ବନ୍ଧୁକ ଜବତ

5/06/2022 at 6:56 PM

ପୁରୀ; ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ଓ ଦାଦାବଟି ମାଗିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ସଦର ଥାନା ଅଧିନ ଗୋପିନାଥପୁର ନୂଆସାହି ଗ୍ରାମର ରାଜେଶ ମିଶ୍ର, ବୁଦ୍ଧିଆବରର ତପନ ଖୁଣ୍ଟିଆ, ଶାସନ ଦାମୋଦରପୁରର ଭୂଆ ଓରଫ ସନ୍ତୋଷ ଦାଶ, ନାରାୟଣ ଦାଶ। ସେହିପରି ଦାଦାବଟି ମାଗିବା ଅଭିଯୋଗରେ ଖଣ୍ଡିଆବନ୍ଧର ଗୋରା ମଲ୍ଲିକକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଦୁଇଟି ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଓ ଲୁହାରଡ ସହ ୯୫୦ଟଙ୍କା ଜବତ କରିଛି।

ପୂର୍ବରୁ ଏହି ଅଭିଯୁକ୍ତ ମାନଙ୍କ ନାଁ ରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି।‌ ଜାତୀୟ ରାଜପଥରେ ଜାତାୟତ କରୁଥିବା ପଥଚାରୀ ମାନଙ୍କୁ ଏହି ଅଭିଯୁକ୍ତ ମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଡକାୟତି ଉଦ୍ୟମ କରୁଥିଲେ। ତେବେ ଖବର ପାଇ ପୁରୀ ସଦର ଥାନା ପୋଲିସ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁରୀ ସଦର‌ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ କହିଛନ୍ତି। 

   Related Posts