ଉଲୁଣ୍ଡାଠାରେ ବିଜେଡି ବିଧାୟକ ପଦ୍ମନାଭ ବେହେରାଙ୍କ ରୋଡ ସୋ

Published By : Prameya-News7 Bureau | May 17, 2024 IST

ବିନିକା: ନିର୍ବାଚନ ଯେତିକି ପଖୋଉଛି ସେତିକି ରାଜନୀତି ସରଗରମ ହେଉଛି l ନେତା କର୍ମୀ ମାନେ ବିଭିନ୍ନ ସ୍ଥାନରେ ସଭା ସମିତି ସହ ରୋଡ ସୋ କରୁଛନ୍ତି l ଏହି କ୍ରମରେ ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଉଲୁଣ୍ଡା ଠାରେ ବିଜେଡି ବିଧାୟକ ପଦ୍ମନାଭ ବେହେରା ରୋଡ ସୋ କରିଛନ୍ତି l ଶତାଧିକ କର୍ମୀଙ୍କୁ ନେଇ ବିଧାୟକ ଉଲୁଣ୍ଡା ସହର ଠାରେ ବିରାଟ ରୋଡ଼ ଶୋ କରିଛନ୍ତି l ଏହି ରୋଡ ସୋରେ ନିର୍ବାଚନ ମଣ୍ଡଳୀର ବହୁ ବିଜୁ ଜନତା ଦଳର କର୍ମୀମାନେ ସାମିଲ ହୋଇଥିଲେ l 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.